ମାରାତ୍ମକ ଏନ୍‌୪୪୦କେ ଭୂତାଣୁ ପୁନଃସଂକ୍ରମଣ କରିପାରେ

ହାଇଦ୍ରାବାଦ : କରୋନାଭୂତାଣୁର ଏନ୍‌୪୪୦କେ ନାମକ ରୂପାନ୍ତରିତ ପ୍ରଜାତି ଯୋଗୁଁ ଲୋକଙ୍କ ଠାରେ ପୁନଃସଂକ୍ରମଣର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। କୋଭିଡ୍‌-୧୯ରୁ ଆରୋଗ୍ୟଲାଭ କରିଥିବା ପୀଡ଼ିତଙ୍କ ଶରୀରର ରୋଗପ୍ରତିରୋଧକ ପ୍ରଣାଳୀକୁ ସହଜରେ ଧୋକା ଦେଇ ଏହି ପ୍ରଜାତିର ଭୂତାଣୁମାନେ ଖସିଯିବା ସହ ପୁନଃସଂକ୍ରମଣର କାରଣ ସାଜିବେ ବୋଲି କୁର୍ଣ୍ଣଲ ମେଡିକାଲ କଲେଜର ଗବେଷକ ଏବଂ ଅନ୍ୟମାନେ ମତ ରଖିଛନ୍ତି। ଏହି ଏନ୍‌୪୪୦କେ ପ୍ରଜାତି ଦ୍ବାରା ସଂକ୍ରମିତ ଏକ … Continue reading ମାରାତ୍ମକ ଏନ୍‌୪୪୦କେ ଭୂତାଣୁ ପୁନଃସଂକ୍ରମଣ କରିପାରେ